ଇତିହାସ ରଚିଲେ ଓଡ଼ିଆ ଯୁବକ ଏସ୍‌ ଅଶ୍ୱଥ, ବିଶ୍ୱକୌଶଳ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ

ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତକୁ ୧୯ ପଦକ, ୬୩ ରାଷ୍ଟ୍ର ମଧ୍ୟରେ ତ୍ରୟୋଦଶ ସ୍ଥାନରେ ଭାରତ ନୂଆଦିଲ୍ଲୀ : ଓଡ଼ିଆ ଯୁବକ ଏସ୍‌. ଅଶ୍ୱଥ ନାରାୟଣ ଆଜି ଇତିହାସ ରଚିଛନ୍ତି। ରୁଷ୍‌ର କଜାନ୍‌ଠାରେ ଅନୁଷ୍ଠିତ ୪୫ତମ ବିଶ୍ୱ କୌଶଳ ପ୍ରତିଯୋଗିତା-୨୦୧୯ରେ ଅଂଶଗ୍ରହଣ କରି ସେ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଅଶ୍ୱଥ ଜଳ ପ୍ରଯୁକ୍ତି ବର୍ଗରେ ୧୧ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ଜିଣିଛନ୍ତି। ବିଶ୍ୱ କୌଶଳ ପ୍ରତିଯୋଗିତାରେ ଏହା … Continue reading ଇତିହାସ ରଚିଲେ ଓଡ଼ିଆ ଯୁବକ ଏସ୍‌ ଅଶ୍ୱଥ, ବିଶ୍ୱକୌଶଳ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଲେ